krusho binaa mu hebo pothohoraa

କୁଶ ବିନା ମୁଁ ହେବି ପଥହରା

ଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ ଥର) b||

ଯଦି କୁଶ ତ୍ୟାଗେ ମୁହଁ ପାପ ଅନ୍ଧାରେ ରାସ୍ତା ନାହିଁ

ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ … ||

ଆସ, ଆସ, ଯିବା ମିଳି କୁଶ ପାଶେ ପାପ ଢ଼ାଳି

ଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ    19 ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *