ଆରେ ପାପୀ, ଭାବି ରହ, ନା ଚାଲ ତୁ ଆଉ,
ଅନନ୍ତ ନରକ ଫନ୍ଦେ କିମ୍ପା, ଖେଳୁଥାଉ ?
ପ୍ରଭୁ ପରି ବଳିଷ୍ଠ କି, ଏଣୁ ପାପ କରୁ ? ା ୧ ।
ଯେ ଦଣ୍ଡେ ପାପୀ ମାରନ୍ତି ତାଙ୍କୁ କି ନ ଡରୁ ? ା ୨ ।
ତୋର କପାଳ ପିତ୍ତଳ, ଚିତ୍ତ ଲୁହା ଯେବେ,
ମହା ଶତ୍ରୁ ଶୟତାନ ନ କରୁ ବୀଜ ହରଣ,
ଶେଷେ ପ୍ରଭୁ ଭାଙ୍ଗିଦେବେ ନ ଛାଡ଼ିବେ କେବେ ା ୩ ।
ତୋତେ ଘେନି ଯିବ ଦିନେ ଦାରୁଣ ମରଣ,
ହତାଶ ନୋହିବୁ ତୁ କି ଦଣ୍ଡାଜ୍ଞା ଶୁଣିଣ ?
ମୃତ୍ୟୁ ନ ଆସୁଣୁ ଛାଡ଼ ଦୁଷ୍ଟପଣ ସବୁ, ା ୪ ।
ଆରେ ପାପୀ, ଏହିକ୍ଷଣି ଫେରିଲେ ବଞ୍ôଚବୁ
ପାପେ ନଷ୍ଟ ନୋହି ଖ୍ରୀଷ୍ଟେ ନିଅରେ ଶରଣ, ା ୫ ।
ପୂର୍ଣ୍ଣ ହୃଦେ ଭକ୍ତି କର ତାଙ୍କ ଶ୍ରୀଚରଣ ଆରେ ପାପୀ,
ରହ ରହ, ନ କର ଗମନ, ା ୬ ।
ନୋହିଲେ ନରକାନଳେ ହୋଇବ ପତନ