ଦିନ ଗଲାଟିରେ ବହି, dino golaatire bohi

ଦିନ ଗଲାଟିରେ ବହି,

ମୋର ଘରେ ଆସିଅଛି ବିଦେଶୀ ବାଟୋଇ । ଘୋଷା । 

 

ଦେହର ଭିତରେ ମୋର ଆତ୍ମାଟି ବିଦେଶୀ

ଦେହଟି ପଞ୍ଜୁରୀ, ଆତ୍ମା ଶୁକ ଶାରୀ ଭାଷି । ୧ । 

 

ଛାଡ଼ି ଉଡ଼ିଯିବ ଦିନେ ଆଉ ସେ ନ ଆସି,

ନିର୍ଦ୍ଦୋଷେ ବା ଦୋଷେ ମରି ଭୁଞ୍ଜେ ଫଳରାଶି । ୨ । 

 

ଏହି କଥା ଆଜି ମନ ବିଚାର ତୁ କର,

ଆତ୍ମା ସଙ୍ଗେ ଯାହା ଯିବ ତାହା ସାର କର । ୩ ।

ଧ ର୍ମଶାସ୍ତ୍ରମାନ ମନ, ସତ୍ୟ ବାକ୍ୟ ଧର,

ଯୀଶୁ ଖ୍ରୀଷ୍ଟ ପ୍ରେମ-ନାବେ ଚଳ ସ୍ୱର୍ଗପୁର । ୪ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *