duaare ubhaa no hoi aaso probhu bhitore

ଦୁଆରେ ଉଭା ନ ହୋଇ ଆସ ପ୍ରଭୋ, ଭିତରେ

ଆସି ଫେରି ଯାଅ ନାହିଁ, ପ୍ରବେଶ ଏ ଚିତ୍ତରେ । ଘୋଷା ।

ତୁମ୍ଭର ଅପ୍ରୀତିକର ଯଦି ଥାଏ କିଛି ମୋର,

ଛଡ଼ାଇ ନିଅ ହେ ପଛେ କାନ୍ଦେ ଅତିରିକ୍ତରେ । ୧ ।

ଯଦି କାମନାର ସୁରା କରିଥାଏ ଜ୍ଞାନ ହରା,

ଚେତାଅ ହେ ମାରି ତ୍ୱରା ଶାସନର ହସ୍ତରେ । ୨ ।

ତବ ସିଂହାସନେ ଆସି ଯଦି ଥାଏ କେହି ବସି,

ପ୍ରଭୁ ହେ ତୁମ୍ଭେ ପ୍ରବେଶି ତଡ଼ିଦିଅ ସତ୍ୱରେ । ୩

 
click below here for the tune

Leave a comment

Your email address will not be published. Required fields are marked *