aahe pitaa ishwara boro konyaanka proti

ଆହେ ପିତା ଈଶ୍ୱର, ବର କନ୍ୟା ପ୍ରତି କୃପା କଟାକ୍ଷ କର । ଘୋଷା ।

କର କରୁଣା ଦାନ, ଯେସନ ହୋଇବ ଏକ ଏ ଦୁଇଜଣ,

ଜୀବନଯାଏ ପାଳନ କରିଣ ଏହି ବିଧାନ,

କାଟିବେ ଜୀବନ କରି ପ୍ରେମ ଆଚାର । ୧ । 

 

ଯେହ୍ନେ ଏ ଦୁଇ ଲୋକ, ଦୁଃଖେ ସୁଖେ ରୋଗେ ସ୍ୱାସ୍ଥ୍ୟେ ହୋଇବେ ଏକ,

ଧ ରି ଏକାନ୍ତଃକରଣ କରିବେ ଯାବଜ୍ଜୀବନ ପ୍ରାର୍ଥନା ଧନ୍ୟବାଦ ତବ ଶ୍ରୀଛାମୁରେ । ୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *