ବରଷାଅ ଆସି ପୁଣ୍ୟ ସୁଧାରାଶି
ଦେଇ ପ୍ରଭୋ ଶୁଭ ବର ହେ,
ତୁମରି ସନ୍ତତି ଏ ନବ ଦମ୍ପତ୍ତି
ପ୍ରତି ଆଜି କୃପା କର ହେ । ଘୋଷା ।
ଆନନ୍ଦେ ଆନନ୍ଦେ ଗଢ଼ି ମାନବ ମିଳନ ବନ୍ଧନେ ରଖିଛ ଭବ,
ସେ ପ୍ରେମ-ନିୟମେ ବାନ୍ଧିଛ ଯତନେ ଯର୍ଦ୍ଦନରେ ଆପେ
ସେହି ହୋଇ ଡୁବିତ ରବି ଗ୍ରହାଦି ନିକର ହେ,
ଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ । ୧ ।
ଅମୀୟ ବନ୍ଧନେ ବାନ୍ଧ ବେନି ପ୍ରାଣେ
ଯେଉଁ ଆତ୍ମା ଡୁବନ କାଳେ ହେଲେ ପ୍ରାପ୍ତ,
ଆହେ ପ୍ରଭୁ ପ୍ରେମାକର ହେ,
ମୋ ମୁଣ୍ଡେ ବସନ୍ତୁ ସେହି ସ୍ୱର୍ଗ କପୋତ । ୨ ।
ଆହେ ପ୍ରଭୋ ପରାତ୍ପର ହେ । ୧ ।
ଆଜି ଯୀଶୁଙ୍କ ମରଣେ ହୋଇ ଡୁବିତ
ପାପ ପ୍ରତି ମୃତ ଧର୍ମ ପ୍ରତି ଜୀବିତ । ୩ ।
ଆତ୍ମାରେ ଆତ୍ମାର ମିଳନ ପନ୍ଥୀରଚନା ମାଧୁରୀ ଅମୃତ ଗ୍ରନ୍ଥୀ
ଉପଖ୍ରୀଷ୍ଟଙ୍କ ସହିତ ହୋଇ ମୁଁ ଉତ୍ଥାରିସ୍ଥ ବିଷୟରେ ରହୁ ମୋ ଚିତ୍ତ ।ପିତ୪, ।
କି ପୂଣ୍ୟ ସରାଗେବନ୍ଧାବନ୍ଧି ପରସ୍ପର ହେ !ପ୍ରେମ ଅନୁରାଗେ
ତାଙ୍କ ଡେୁବନରେ ପିନ୍ଧେ ମୁଁ ଖ୍ରୀଷ୍ଟରୂପ ବସ୍ତ୍ର, ପ୍ରମେ ଧର୍ମାତ୍ମାରେ ବୁଡ଼ୁ ମୋ ଚିତ୍ତ । ୫ ।
ଏ ପୂଣ୍ୟ ବନ୍ଧନ ପରାଣେ ପରାଣେ ଆଜି ଯେଉଁ ନିତ୍ୟ ନିୟମ ସ୍ଥିରୀକୃତ,
ସୁଖେ ଦୁଃଖେ ରଖ ସ୍ଥିର ହେ ମୋ ମନରୁ ନ ହେଉ ତାହା ଦୂରୀକୃତ । ୬ ।
ରଖ ପ୍ରଭୋ ଚିର ସ୍ଥିର ହେ । ୨ ।