jaya jaya jaya jishu he iswa nandana

ଜୟ, ଜୟ, ଜୟ, ଯୀଶୁ ହେ ଈଶ୍ୱ ନନ୍ଦନ,

ଜୟ ହେ ଜଗତ ପତି ଜୟ ଧର୍ମାତ୍ମନ       ା ଘୋଷା ।

ଜୟ, ଜୟ ଯୁବାମେଷ ପାପ ଭାର ବାହନ,

ମଶୀହ ଶାନ୍ତି ରାଜା ଦାଉଦ ସନ୍ତାନ

ଜୟ ଜ୍ୟୋତିଃ, ଦ୍ରାକ୍ଷାଲତା, ଜୟ ଇମ୍ମାନୁୟେଲ,          ା ୧ ।

ଉତ୍ତମ ମେଷପାଳକ, ପଥ ସନାତନ ଜୟ ଖ୍ରୀଷ୍ଟ,

ଜୟ ଇଷ୍ଟ, ଜୟ ଜଗଜ୍ଜୀବନ,            ା ୨ ।

ଦୁର୍ଗମେ ତ୍ରାହିମେ ତ୍ରାତା ମନୁଷ୍ୟ ସନ୍ତାନ   ା ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *