jishu paapiro logaa hoile

ଯୀଶୁ ପାପୀର ଲଗା ହୋଇଲେ, କ୍ରୁଶ ଯାତନା କେତେ ସହିଲେ,

କଣ୍ଟା ମୁକୁଟ ମୁଣ୍ଡେ ପିନ୍ଧିଲେ, ମୁଣ୍ଡ ନୁଆଇଁ ପ୍ରାଣ ତେଜିଲେ । ଘୋଷା ।

ପ୍ରତ୍ୟକ୍ଷେ ଧଇଲେ ସେ ଦାସ ବେଶ, ନିଜ କାନ୍ଧପରେ ବହିଲେ କ୍ରୁଶ;

ଦୋଷ ବନିା ଦୋଷୀ ଲୋକେ ହେଲେ ଗଣା, ଦୋଷୀ ପାଇ ଁନେିବଦିଲେ । ୧ । 

 

ପାପୀଙ୍କର ପାପ ଭାର ବହିଲେ, ନିଜ ବହୁମୂଲ୍ୟ ରକ୍ତ ଢାଳିଲେ;

ରକ୍ତ ଟୋପା ପରି ତାଙ୍କ ଝାଳବାରି ବହିଲା ମନ ଆକୁଳେ

ଯେ ଋଣପତ୍ର ବ୍ୟବସ୍ଥା ସମ୍ବନ୍ଧେ ଖଟିଥିଲା ପାପୀଙ୍କର ବିରୁଦ୍ଧେ,

ପାପୀର ବଦଳେ ତାହାକୁ ଶୁଝିଣ କ୍ରୁଶରେ କଣ୍ଟା ମାଇଲେ         । ୩ । 

 

ଶୟତାନ ଆଦି ଯେ ଭୂତଗଣ ଏଥିରେ ସେମାନେ ହେଲେ ଦମନ;

ସେ ଜୟ ଶବ୍ଦରେ ପ୍ରକାଶ ରୂପରେ ଲଜ୍ଜା ଦେଇଣ ବଳିଲେ    । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *