se to premonatha anaatha natha

ସେ ତ ପ୍ରେମନାଥ ଅନାଥ ନାଥ ପ୍ରେମିକ ପାଶେ ରହେ,

(ପ୍ରେମେ) କଣ୍ଟା ମୁକୁଟ କୋରଡ଼ା ଛାଟ ନୀରବରେ ଅଙ୍ଗେ ସହେ । ଘୋଷା

ଚାହାଁ ଚାହାଁ ବନ୍ଧୁ-ପ୍ରେମ-ସୁଧା-ସିନ୍ଧୁ-ଝରଣା ଝରୁଛି କ୍ରୁଶେ,

(ଧୋଇ) ଅମାପ ପାପ ଘୁଞ୍ଚାଇ ତାପ ସରଗର ପ୍ରୀତି ଦିଏ । ୧ ।

ଆସ ଆସ ସଖା, ଭକ୍ତି-ପୁଷ୍ପ ଏକା ଦେବା ଯୁବାମେଷ ପୟରେ,

( ସେତ) ଆରତ-ତ୍ରାଣ, ପାପୀ ଜୀବନ, ପାପ-ତାପ ବହି ନିଏ । ୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *