( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ )
ଆହେ ପ୍ରେମମୟ ଈଶ୍ୱର ତନୟ,
ଆମ ପରିବାରେ ଆସ ହେ,
ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ ।
ତୁମ ଲାଗି ପ୍ରଭୁ ଆମରି ଏ ଘରେ
ଧ ର୍ମବତୀ ଉଠୁ ଜ୍ୱଳି ହେ,
ନିତି ଆରାଧନା ସେବା ଉପାସନା-
ଧୂପେ ଏହି ଗୃହ ପୁରୁ ହେ । ୧ ।
ଏ ଘର ସନ୍ତାନ ସନ୍ତତି ନିକର ତୁମ ନାମ ଲାଗି ପ୍ରଭୁ ହେ,
କରି ପ୍ରାଣ ପଣ ହୋଇ ଆଗୁଆନ ପ୍ରଚାରନ୍ତୁ ତୁମ ନାମ ହେ । ୨ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.