aji suprabhate asa jiba bhai

ଆଜି ସୁପ୍ରଭାତେ ଆସ ଯିବା ଭାଇ

ନବ ପ୍ରେମେ ମିଳି ଯୀଶୁ ନାମ ଗାଇ ଘୋଷା । 

 

ସ୍ୱଗୁଁ ଅବତରି ସୁର ପ୍ରଭୁ

ଭବେ ଜନମିଲେ ନର ତ୍ରାଣ ପାଇଁ । ୧ ।

ଭାଇ ଭଗିନୀ ସର୍ବେ ଜଡ଼ତା ଛାଡ଼ି

ପାପାତ୍ମାର ସର୍ବ ଶୃଙ୍ଖଳା ବେଡ଼ି ଭଙ୍ଗ କରି ଆସ ମୁକୁଳିବା 

ପ୍ରେମେ ଏକ ହୋଇ ଯୀଶୁ ନାମ ଗାଇ । ୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *