ମୁକ୍ତିଦାତା ଯୀଶୁ ନାମ ଭଜରେ ଭାଇ ସେହି ନାମ,
ଯୀଶୁ ନାମ ଯୀଶୁ ନାମ
ଯୀଶୁ ନାମ ଭାଇ ଯୀଶୁ ନାମ । ଘୋଷା ।
ଶାନ୍ତିଧାମ ସୁଧା ନାମ
ଯୀଶୁ ନାମ ଭାଇ ଯୀଶୁ ନାମ । ୧ ।
ଦିବ୍ୟ ନାମ ଯୀଶୁ ନାମ
ଯୀଶୁ ନାମ ଭାଇ ଯୀଶୁ ନାମ । ୨ ।
ଶ୍ରେଷ୍ଠ ନାମ ଯୀଶୁ ନାମ
ଯୀଶୁ ନାମ ଭାଇ ଯୀଶୁ ନାମ । ୩ ।
ମୋକ୍ଷ ନାମ ଯୀଶୁ ନାମ
ଯୀଶୁ ନାମେ ପରିତ୍ରାଣ । ୪ ।