aso prabhu tume aso

ଆସ ପ୍ରଭୁ ତୁମେ ଆସ, ଆମରି ଜୀବନେ ଆସ
ଆସି ପ୍ରଭୁ ତୁମେ ଆସ, ଏ ମନ ମନ୍ଦିରେ ଆସ
ରୁହ ତୁମେ ସାଥେ ସାଥେ ନ ଯାଅ ଛାଡି ଦୂରେ
ନ ଯାଅ ତୁମେ ଦୂରେ (ଘୋଷା)

ଏ ଦୁନିଆ ପଥ ବଡ ଅନ୍ଧାରୁଆ
ନାହିଁ ଶାନ୍ତି ନାହିଁ ମୁକ୍ତି ତୁମ ଛଡା
ଆସ ହେ ତୁମେ ଜ୍ୟୋତି ନେଇ
ନ ଯାଅ ଛାଡି ଦୂରେ … ନ ଯାଅ ତୁମେ ଦୂରେ |୧|

ଏ ଜୀବନ କକିତ ପାପ ଭରା
ବରଷାଅ ଆଶିଷର ବାରିଧାରା
ଲିଭାଇ ଦେବ ଦାଗ ସବୁ,
ତୁମରି ରକତ, ତୁମରି ରକତ |୨|

ଏ ଜଗତେ ଆମେ ସବୁ ସାଥୀ ହରା
ନାହିଁ ମୁଭି, ନାହିଁ ଶାନ୍ତି ତୁମ ଛଡା
ହୁଅ ହେ ତୁମେ ସାଥୀ ଆମ,
ଶୁଣ ହେ ଆରତ … ଦେଖାଇ ଦିଅ ପଥ …
ରୁହ ତୁମେ ସାଥେ ସାଥେ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *