jaya prabhu jishu jaya prabhu

ଜୟ ପ୍ରଭୁ ଯୀଶୁ ଜୟ ପ୍ରଭୁ ଯୀଶୁ
ଜୟ ଜୟ ସତ୍ୟ ସନାତନ ହେ
ଜଗତ ତାରଣ କରଣ କାରଣ
ଆସିଲେ ଏ ମର୍ତ୍ତ୍ୟ ଭୁବନ ହେ … (ଘୋଷା)

ଅଭୁତ ମହିମା ଜଗତେ ପ୍ରକାଶିଲେ,
କେ ପାରେ କରି ତା ବର୍ଣ୍ଣନା ହେ ।
ସହସ୍ର ରସନା କରିଲେ ହେ ଘୋଷଣା
ଶେଷ ନୋହିବ ତା ବର୍ଣ୍ଣନା ହେ … |୧|

ଭକ୍ତର ପ୍ରାଣ ଭକ୍ତର ଜ୍ଞାନ,
ଭକ୍ତର ଅମୂଲ୍ୟ ଧନ ହେ
ପତିତପାବନ ଭକ୍ତର ଭୂଷଣ
ଧନ୍ୟ ଈଶ୍ବର ନନ୍ଦନ ହେ |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *