ଭୁଲି ନାହିଁ ଭୁଲିବିନି କେବେ ତାଙ୍କରି ପ୍ରେମକୁ
ପାପ ଭାର ବହିଗଲେ ସେ ଯେ ଚାଲି କାଲବରୀ କୁଶକୁ
ଭୁଲି ନାହିଁ … ଭୁଲିବିନି ଏପରି ପ୍ରେମକୁ …. (ଘୋଷା)
ଶତ୍ରୁ ଲାଗି କେହି କେବେ କି କାନ୍ଦିଛି ।
ତା’ ପାଇଁ ବୁକୁର ରୁର ଢ଼ାଳିଛି
ସେହି ଯୀଶୁ ପ୍ରେମ ଡୋରେ
ବାନ୍ଧିଲେ ମୋ ମନକୁ….. |୧|
ବନ୍ଧୁ ହେ ତୁମେ ଭୁଲନା ସେ ପ୍ରେମ
ସେ ମଧୁର ନାମେ ଘେନ ପରିତ୍ରାଣ
ସେହି ଯୀଶୁ କୁଶ ତଳେ ଭାଙ୍ଗିଲେ ମୋ ମନକୁ….. | ୨ |
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.