jishu amoku prana dele

ଯୀଶୁ ଆମକୁ ପ୍ରାଣ ଦେଲେ (୪ ଥର)
ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ତ୍ରାଣକର୍ତ୍ତା
ହାଲିଲୁୟା… ଆମେନ୍… ହାଲ୍ଲିୟା || ୧ ||

ଯୀଶୁ ଆମକୁ ସୁସ୍ଥ କଲେ (୪ ଥର)
ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ସୁସୁକ
ହାଲୁୟା… ଆମେନ୍… ହାଲିୟା || ୨ ||

ଯୀଶୁ ଆମକୁ ଶାନ୍ତି ଦେଲେ (୪ ଥର)
ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ଶାନ୍ତିଦାତା
ହାଲ୍ଲିଲୁୟା… ଆମେନ୍… ହାଲୁୟା || ୩ ||

ଯୀଶୁ ଆମକୁ ମୁକ୍ତି ଦେଲେ (୪ ଥର)
ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ମୁକ୍ତିଦାତା
ହାଲିଲୁୟା… ଆମେନ୍… ହାଲିଲୁୟା || ୪ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *