jibana data jishu aji antara

ଜୀବନଦାତା ଯୀଶୁ ଆଜି ଅନ୍ତର ଖୋଲିଦିଏ
ଆସ ଆଜି ମୋର ଏ ହୃଦୟେ, ଅନ୍ତର ଖୋଲି ଦିଏ (ଘୋଷା)

ଯଦି ଥାଏ କିଛି ତୁମ ଅପ୍ରୀତି କାଢ଼ି ନିଅ ଯୀଶୁ ମୋର
ତୁମ ରକ୍ରେ ଆଜି ଧୋଇ ମୋତେ ପ୍ରଭୁ
ତୁମେ ପବିତ୍ର କର, ପବିତ୍ର କର ଏଥର…. |୧|

ଆସିଅଛି ଆଜି ମୁଁ ଦୀନହୀନ କରୁଅଛି ନିବେଦନ
ଦୟାକରି ଆଜି ଢ଼ାଳିଦିଅ ପ୍ରଭୁ ତୁମ କରୁଣା ଦାନ
କରୁଣା ଦାନ ଏଥର…. |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *