ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମ
ଜଗତ ମୁକତି ରାଜାଙ୍କୁ ନିଜ ହୃଦେ ଦେଇ ସ୍ଥାନ
କେତେ ପ୍ରେମ ଦେଇ, ଜଗତେ ବଂଚାଇ, ଆଶିଷ ବର୍ଷାଇ… (ଘୋଷା)
ବଂଚାଇଲେ ସେହି ଜୀବନ ଦେଇ
ସେ ପ୍ରେମକୁ ଆଉ ଭୁଲଇ ନାହିଁ… |୧|
ଆମ ପାପ ପାଇଁ, କାଣେ କୁଶ ବହି, ରକତ ଝରାଇ
ପ୍ରହାରିତ ହେଲ ଜଗତ ପାଇଁ
ତଥାପି ଜଗତ ଚିହ୍ନିଲା ନାହିଁ… |୨|
କୁହ କାଲବରୀ, ନୀରବ ନ ରହି, କୁଶର କାହାଣୀ
ପୂର୍ଣ୍ଣ କର ତୁମ ଭାବବାଣୀ
ଏଲୋହି, ଏଲୋହି ଲାମା ଶବକଥାନି… |୩|
7 thoughts on “gaiba jishunka namo”
Amen
Praise the lord
Nice
ପ୍ରିୟ ପ୍ରଭୁ ତୁମ ମହାନ ନାମକୁ ଧନ୍ୟବାଦ ହେଉ.. Priase the lord. Amen….
Nice
Kishor Pangi
Sudhir Meleka