aji asichi mandire prabhu

ଆଜି ଆସିଛି ମନ୍ଦିରେ ପ୍ରଭୂ କରିବି ପୂଜା ତୁମରି
ଜାଣେ ମୁଁ ଘେନିବ ତୁମେ ଅବେଳେ ଏ ପୂଜା ମୋହରି… (ଘୋଷା)

ଭକତି ସୁମନ ହାର ଗଳାରେ ଦେବି ତୁମର
ଯା ଥିଲା ଆଣିଛି ପ୍ରଭୋ ଭରି ମୋ ପୂଜା ଚାଙ୍ଗୁଡ଼ି… |୧|

ଖୋଲ ମୂକତି ଦୁଆର ହେଲାଣି ପ୍ରାଣ ଅଧୀର
ନିରାଶେ ଯିବ କି ଲେଉଟି ପୂଜା ଭେଟି ଘେନି ପୂଜାରୀ… |୨|

ତୁମେ ତ ପ୍ରାଣ ଦେବତା ଜାଣ ମୋ ଅନ୍ତର କଥା
ପୂରାଅ ମନ କାମନା ନଦିଅ ଦୂରକୁ ଠେଲି… |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “aji asichi mandire prabhu”