asara dipali jali

ଆଶାର ଦୀପାଳି ଜାଳି କରୁଅଛୁ ପଦେ ଅଳି
ଦିଅ ବାରେ ଡ଼େଣା ମେଲି ବାହୁତଳେ ତବ ଶାନ୍ତି … (ଘୋଷା)

ଆଶ୍ରା ହୀନ ହୋଇ ରହିଛି ମୁହିଁ
ତୁମ ବିନା ଜଗତେ କେହି ନାହିଁ

ଝରାଇ ଦିଆ, ତୁମ ପ୍ରେମ ବାରି
ନିବିଡ଼ ଘନ ଅନ୍ଧାରେ (୨) ଡ଼ାକଇ ଅତିକାତରେ
ଘେନ ବାରେ ମୋ ମିନତି ମୋ ମିନତି ଏ ଆରତି… |୧|

ଅନ୍ଧର ଲହୁଡ଼ି ମୋ ଦୀନ ନାଥ
ଅନ୍ଧାରେ ଆଲୁଅ ସତ୍ୟ ଇଶ
ଦିଅ ବାରେ ଦେଖା ତବ ମୁଖ
ଆହେ ମୋର କୃଶ ଧାରୀ (୨)
ତୁମ ନାମ ଗାଇ, ଗାଇ ଯାଉ ଦିନ ମୋର ସରି …. |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *