ahe pabitra prabhu iswara

ଆହେ ପବିତ୍ର ପ୍ରଭୁ ଈଶ୍ବର ରସନାରେ
ରାଜ ରସନାରେ ତବ ଏ ମନ୍ଦିରେ …(ଘୋଷା)

ବସିଅଛୁ ତବ ପୟରେ (ଆ1)
ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ
କର ଅଧ୍ୟଷ୍ଠାନ ନାଶି ପାପତମ
ଜ୍ବଳି ଉଠୁ ହୃଦୟ ଭକ୍ତି ଭରେ … |୧|

ତୁମେ ଜ୍ୟୋତଃ, ତୁମେ ଶକତି (ପ୍ରଭୁ)
ତୁମେ ମୁକ୍ତି, ତୁମେ ଜୀବନ
ଜାଳ ପ୍ରେମାନଳ ଉଠୁ ଭକ୍ତିରୋଳ
ପ୍ରତି ଅନ୍ତରେ ଶାନ୍ତି ଆନନ୍ଦରେ … |୨|

ଭକ୍ତି ପ୍ରତି ଅମୀୟ ଜଳେ ଦିଅ ଭରି ସର୍ବ ଅନ୍ତରେ
ସ୍ତୁତି ପ୍ରଶଂସାରେ ପୂଜା ବନ୍ଦନାରେ
ଯାଉ ଜୀବନ ମଜି ଶ୍ରୀ ନାମରେ … |୩|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *