gao halleluyah gao hossanna

ଗାଅ ହାଲିଲୁୟା ଗାଅ ହୋଶାନ୍ନା
ପ୍ରଭୁଙ୍କର ନାମେ ସ୍ତୁତି ବନ୍ଦନା
ଧନ୍ୟବାଦ ତାଙ୍କୁ ଦେବାକୁ ଭୁଲି ଯାଅନା ହୋ..ହା.. (ଘୋଷା)

ଉଛୁଳି ଉଠୁଛି ଉତ୍ତମ ବିଷୟେ ଆମରି ଏହି ହୃଦୟ
ତବ ବରଦାନ ଆମ ଏ ଜୀବନେ ( ୨ ଥର)
ଦେଉଅଛୁ ଭକ୍ତି ଲୟ ହେ ପ୍ରେମମୟ
ସଦାପ୍ରଭୁ ପ୍ରେମମୟ…ହା..ହା… |୧|

ମନୋନୀତ କରିଛ ମାତାଙ୍କ ଗର୍ଭରୁ ତୁମରି ଯୋଜନା ପ୍ରେମେ
ତୁମେ ହିଁ ଆମର ମହାନ ଆଶ୍ରୟ ( ୨ ଥର)
ତୁମେ ନିକଟ ସହାୟ ହେ ଦୟାମୟ
ସଦାପ୍ରଭୁ ପ୍ରେମମୟ…ହୋ…ହା… |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *