jishu asa moro antara

ଯୀଶୁ ଆସ ମୋର ଅନ୍ତରେ ଲଭିବି ପ୍ରାଣ ଦେଖି ତୁମରେ (ଘୋଷା)

ମୋର ତାପିତ ପ୍ରାଣ ଶୀତଳ ହେବ ହେବାରେ ପାଇ ଅନ୍ତରେ || ୧ ||
ତୁମ ମୋହନ ମୂରତି ଦେଖି ହେ, ଯିବ ଦୁଃଖ ଅନ୍ତରେ || ୨ ||
ପ୍ରଭୁ ତୁମେ ଯହିଁ ସ୍ଵର୍ଗ ତହିଁ ହେ, ଆସ ମୋର ଅନ୍ତରେ || ୩||
ତୁମ ସହବାସେ ସ୍ଵର୍ଗ ସୁଖ ହେ, ମିଳେ ଏହି ସଂସାରେ || ୪ ||
ତୁମ ଦର୍ଶନେ ମନ ମୁଗୁ କରେ ହେ, ଆସ ମୋର ଅନ୍ତରେ || ୫ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *