jishu jibane asile saraga ananda

ଯୀଶୁ ଜୀବନେ ଆସିଲେ ସରଗ ଆନନ୍ଦ ଦେଲେ
ପାପ କାଳିମା ରକତ ଢାଳି ( ୨ ଥର)
ଧୋଇ ଉଦ୍ଧାରିଲେ
ହାଲିଲୁୟା ହାଲିଲୁୟା ହାଲିଲୁୟା (ଘୋଷା)

ଯୀଶୁ ଜୀବନେ ଆସିଲେ ସରଗ ଆନନ୍ଦ ଦେଲେ
ମୁକ୍ତି ଶାନ୍ତି ଶକତି ଦେଲେ (୨ ଥର) ତାଙ୍କ ନାମ ଗାଇବି || ୧ ||

ଯୀଶୁ ଜୀବନେ ଆସିଲେ ପଥ ଆଲୋକିତ କଲେ
ଅନ୍ଧାର ତେଜି ପଥ ଖୋଲିଲେ ( ୨ ଥର) ଅବିରତ ଗାଇବି || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *