କ୍ଷମା ଝରେ, କୁଶ ଉପରେ,
ପାପୀ ତୋ ପାପ ଧୋଇ…
ଯୀଶୁଙ୍କର ସେ ରୁଧିର ପ୍ରେମ ହିଁ ପ୍ରେମ ନେଇ (ଘୋଷା)
ତୋ ପାପ ପାଇଁ ଝରୁଛି ତାଙ୍କ ଅଧରୁ କ୍ଷମା ଧାର
ଅଧରେ ଅଛି ପ୍ରାର୍ଥନା ସୁର “ହେ ପିତଃ ! କ୍ଷମା କର
ଭରିଅଛି ସେ ରୁଧିର, ସାନ୍ତନା କ୍ଷମା ନେଇ….|| ୧ ||
ବୁଝିଛୁ କେବେ ସେ ମହା ପ୍ରେମ, କ୍ଷମାର ସେହି ଭାଷା
ତୋହରି ମୁକ୍ତି କାରଣେ ତାଙ୍କ କ୍ରଶୀୟ ଅଭିଳାଷା ?
ଫେରିଆ ତୁ ତାଙ୍କ ପରେ ଜୀବନର ଭାର ନେଇ…|| ୨ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
2 thoughts on “khyama jhare krusha upore”
Thnk u for this wndrfl song
You are Welcome Bikash Sir. We are glad for your support. God bless you 🙂