ଶକ୍ତି ହେବ ହୀନ,
ଗୋଟି ଗୋଟି ହୋଇ ପାଚିବ କେଶ ା ୧ ।
ଥ ର ହର ହେବ ଶରୀର,
ଭୟ ହେବ ଉଚ୍ଚ ସ୍ଥାନର,
ଆଉ ବାଟେ ଘାଟେ କରନ୍ତେ ଯାଆସ,
ନିୟତ ଜନ୍ମିବ ମନରେ ତ୍ରାସ ା ୨ ।
ଏହି କି ସୁନ୍ଦର ବଦନ,
ଧୂଳି ଦେହ ପୂର୍ବ ସମାନ,
ଆତ୍ମାଦାତାଠାରେ ଆତ୍ମା ଫେରିଯିବ
ଯେଣୁ ଏ ତାହାର ଅଟେ ପ୍ରବାସ । ୩ ।
ଏଣୁ କରି ଯୌବନେ ମନ କର ଈଶ୍ୱରଙ୍କୁ ସ୍ମରଣ,
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.