କାନ୍ଦି କାନ୍ଦି ଆସିଛି ମୁଁ ଆହେ ଜଗତ ସାଇଁତୁମେ ଯେ ଆଶ୍ରୟ ଦୁର୍ଗ, ମୋର ରକ୍ଷା ପାଇଁ …(ଘୋଷା) ଈଶ୍ଵରରୂପୀ ହେଲେ ହେଁ, ନରରୂପ ନେଇଜନମ ହେଲ ଜଗତେ ମୋ ରକ୍ଷାର ପାଇଁଦୀନ ହୀନ ହେଲ, ତୁମେ ମୋ ମଙ୍ଗଳ ପାଇଁ … |୧| ଆଦ୍ୟ ଉତ୍ପଭିର ସ୍ଥଳ ଦୀନ ଦୁଃଖୀ ପାଇଁଅନ୍ଧର ହେଲ ନୟନ ହେ ଜୀବନ ସାଇଁନୟନାଶୁ ହସ୍ତେ ପୋଛି ନେଲ ଦୁଃଖ ବହି … |୨| […]
Odia
କରୁ ଆରାଧନା ତୁମରି…( ୨ ଥର)ହେ ପରମଧନରାଜାରାଜନଚରଣେ ଶରଣ ଆମ ଗୁହାରି …(ଘୋଷା) ତବ କଳପନା କେ କରେ କଳନାତବ ଶ୍ରୀ ମହିମା ଅନନ୍ତ ଅସୀମାସରଗ ଭୁବନ ତବ ସିଂହାସନଧରାଧାମ ପାଦ ପୀଠ ତୁମରି… |୧| ହୋଇଣ ମହାନ ହୋଇଲ ଶ୍ରୀହୀନ’ଜନ ମନେ ଆକି ଦେଲ; କି ଦାରୁଣପାତକୀ ଜୀବନେ ତୁମେ ଏକା ପଥସେ ପଥେ ନିଅ ହେ ସରଗପୁରୀ…. |୨| ସୂଚୀମାଳାକୁ ଫେରନ୍ତୁ
କର ସ୍ତୁତି ପ୍ରଶଂସା ଗାନଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ ହୋ.. ହୋ.. (ଘୋଷା) ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେକରି ତାଙ୍କୁ ପ୍ରଶଂସା ଗାନ…. ହୋ… ହୋ….. |୧| ମହିମାରେ ପୂର୍ଣ୍ଣ ସେ ତ ସର୍ବ ଶକ୍ତିମାନକରି ତାଙ୍କ, ସମ୍ଭମ ଗାନ… ହୋ… ହୋ… |୨| ବଜାଅ ଭେରୀ, ତୂରୀ, ନେବଲ, ବୀଣାବଂଶୀ ବାଦ୍ୟ ସୀତାର ନାନା … ହୋ… ହୋ… |୩| ବଜାଅ କରତାଳି କର ନୃତ୍ୟ […]
କର ଏହି ସାନ ପିଲାଙ୍କୁ ଆଶିଷପ୍ରଭୁ କରି ତବ କରୁଣା ପ୍ରକାଶ …(ଘୋଷା) ଆହେ ଇଶ୍ଵରଙ୍କ ପୁତ୍ର ତୁମ୍ଭ ଛାମୁକୁ ଆଣୁଅଛୁ ଆମ ପ୍ରିୟତମ ଶିଶୁଙ୍କୁଦୟାହସ୍ତ ତୁମ୍ଭର ଥୁଅ ତାଙ୍କ ଉପରଘରୁ ତାଙ୍କୁ ଆବର ପ୍ରେମ ବାହୁ ତୁମ୍ଭରତବ ସ୍ବର୍ଗୀୟ ଗୃହେ ପ୍ରବେଶ ହେବା ଯାଏ।ପ୍ରେମ ବଚନେ ତାଙ୍କୁ ଆକର୍ଷ … |୧| ଗୁରୁତର ଭାର ଅଟେ ଶିଶୁ ପାଳନ ତେଣୁ ନିରାଶ ହୁଏ ତା’ ଭାବିଲେ ମନମାତ୍ର ଏହା […]
କଣ୍ଟକିତ ଏହି ବନ୍ଧୁର ଜୀବନ ପଥପରେପାରିବୁନି ବାଟ ଗଲିବାକୁ ତୁହିଯୀଶୁ ବିନା ଜଗତରେ …(ଘୋଷା) ମରିଚିକାର ପଛେ ଧାଇଁଛି ଶୁନ୍ୟ ହାତେ ତୁ ଝୁରି ମରୁଛୁଗୁହିଁ ଦେ ଆଜି ଥରେ ସେ କୁଶକୁପାଇବୁ ଶାନ୍ତି କେତେ ସତେ ପାରିବୁନି ବାଟ…. I୧I ମାଟି ମଣିଷ ମାଟି ହୋଇବୁ ଯୀଶୁ ବିନା ତୁ ନରକେ ଯିବୁଡାକି ଦେ ଆଜି ଥରେ ତୋ ହୃଦୟଜୀବନ ଦେବେ ନୂଆଁ ତୋତେ ପାରିବୁନି ବାଟି…. |୨| […]
ଏହି ଶେଷକାଳେ ଶୁଣିଯାଅ ଥରେଫେରିବାକୁ କୁଶପଥେ…( ୨ ଥର)ଘେରିଛି ଜୀବନେ ପାପର କାଳିମାଛପିଛି ଅନ୍ତରେ ଆଶା ( ୨ ଥର)ଭରିଅଛି ପ୍ରାଣେ ସଂସାରର ମୋହଅନୀତି ଜୀବନ ଭାଷା …(ଘୋଷା) ଚାଲିଯାଏ ବେଳକାଳ ଦିନସରିଆସେ ମାନ ଅଭିମାନବିଚାର କରିବେ ଯେଉଁଦିନହେବୁ ତୁହି ବାଳୁଙ୍ଗା ସମାନଆଜିବି ରହିଛି, ଭାବିବାକୁ ମନେ ଅନୁତାପର ଏ ସମୟ … |୧| ଗର୍ବଦମ୍ଭ, ମାନ, ଅଭିମାନତେଜି ସବୁ ଜଗତର ମୋହଯୀଶୁରେ ରଖ ବିଶ୍ବାସରେ ମନପାଇବୁରେ ଅନନ୍ତ ଜୀବନଆଜିବି […]
ଏଇ ଦେଖ ଯୀଶୁବହି ନେଉଛନ୍ତି କୁଶ ( ୨ ଥର)ନିଜ ନିଜ କୃଶ ବହି ନେଇ ତୁମେତାଙ୍କ ପଛେ ପଛେ ଆସ (ଘୋଷା) କେତେ ଯେ କଷଣ କେତେ ଯେ ଯାତନା, ତଥାପି ସେ ଧୀରଦୁଇ ପାଖେ ଦେଖି କାନ୍ଦୁଛି ଜନତା ଆଖି ଲୁହ ଝର ଝରକଣ୍ଟାର ମୁକୁଟ ସତେବା କହୁଛି ଦୁଃଖରେ ବି ତୁମେ ହସ … |୧| ସେ ତ କହୁଛନ୍ତି ତୁମେ କାନ୍ଦ ନାହିଁ, ମୋ […]
ଏଇ ଅଛି ଏଇ ନାହିଁ ମଣିଷ ଜୀବନ… ମଣିଷ ଜୀବନ…ତଥାପି ଅସାର ଯେତେ, କାଲିର ସ୍ବପନମଣିଷ ଜୀବନ…(ଘୋଷା) ମନ ଆଖି ଦେଖେ ଯାହା ଆଗାମୀର ପାଇଁଜାଣେନା ସେ କାଲି ସତେ ଆସିବ କି ନାହିଁକେହି ତ ଭାବେନା ରହେ ଜୀବନେ ମରଣମଣିଷ ଜୀବନ… |୧| ମିଛ ଜୀବନରେ ସଦା ମାୟା ପ୍ରଲୋଭନଖୋଜେ ନା ମଣିଷ କେବେ ମରଣେ ଜୀବନଦିଏ ଯା କେବଳ ଭବେ ପ୍ରଭୁଙ୍କ ଶରଣମଣିଷ ଜୀବନ…|୨| ସୂଚୀମାଳାକୁ ଫେରନ୍ତୁ
ଉଦ୍ଧାର କରିହେ ମୋତେ ପ୍ରଭୁ କର ଉଦ୍ଧାରପାପ ଜଗତରୁ ମୋତେ, ପ୍ରଭୁ କର ଉଦ୍ଧାରଦୁଷ୍ଟ ସିଂହ ନ୍ୟାୟ, କରଇ ଗର୍ଜନ ଗ୍ରାସିବାକୁ ଦିଆବଳକର ଉଦ୍ଧାର…… (ଘୋଷା) ଜୀବନ ଯାତ୍ରାର ଚଲାପଥେ ପ୍ରଭୁସାହାରା ନାହିଁ ମୋ କେହିକେତେ ଝଡ଼ଝଞ୍ଜା ଘନେଇ ଆସୁଛି ସହିବାକୁ ବଳ ନାହିଁଏ ମିଛ ଦୁନିଆ ଅଟେ ଦି ଦିନିଆଅସାର ସବୁ ଅସାର…କର ଉଦ୍ଧାର … |୧| ଦୀନ ଦରିଦ୍ରତା, ମୃତ୍ୟୁ, ଅସୁସ୍ଥତାଜଗତେ ରହିଛି ଭରିଅଶାନ୍ତ ଜଗତେ ଶାନ୍ତି […]
ଈଶ୍ଵର ଆମକୁ ଏତେ ପ୍ରେମ କଲେସେ ନିଜ ପ୍ରେମ ପ୍ରକାଶିଲେ,ଆମକୁ ମୁକ୍ତ କରିବା ପାଇଁଯୀଶୁ ଖ୍ରୀଷ୍ଟଙ୍କୁ ଦାନ କଲେ (୨ ଥର)ସେ ନିଜ ପ୍ରେମ ପ୍ରକାଶିଲେ (୨ ଥର) …. (ଘୋଷା) ଆମରି ପାଇଁ ସେ ଗଗଥାରେନିଜ ପ୍ରାଣ ଦେଲେ କୃଶ ଉପରେକବର ଠାରୁ ସେ ନିଜ ଶକ୍ତି ବଳରେଜୀବିତ ହୋଇ ପୁଣି ଉଠିଲେ….ସେ ପଥର ଯାତ୍ରୀ ଆମେଚାଲ ତାଙ୍କୁ ପୂଜିବା, ତାଙ୍କ ପ୍ରେମେ ମଜି ଆମେ ….|୧| ପ୍ରଭୁଙ୍କ […]