ଜାଗି ଉଠ ଅବିଳମ୍ବେ ସକଳ ଜନତାହେଳା କର ନାହିଁ ଆଉ ଆଗମନ କଥାଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =0= ଉତ୍ତମ ବୀହନ ଯେତେ ଫଳିଛି ଏହି ଜଗତେଅମାରରେ ସଂଗ୍ରହ କରିବେଯଦିବା ଫଳିଛି ସତେ ବାଳୁଙ୍ଗା ବୀହନ କେତେସେ ସବୁକୁ ଅଲଗା ରଖିବେସଞ୍ଚିତ ରଖିଛି ଯିଏ ଯୀଶୁଙ୍କ ବାରତାପାଇବ ଶେଷରେ ସିଏ ଫଳ ପ୍ରଚୁରତାଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =1= […]
Odia
ସତର୍କ ଟିକେ ରୁହଜୀବନ ବଦଳାଅମୋହ ମାୟାରୁ ଦୂରେଇ ରୁହଅଭିଳାଷରୁ ପୃଥକ ହୁଅଆସୁଛି ଦୁଃସମୟଯୀଶୁ ପାଶେ ରଖ ହେ ଲୟଯୀଶୁ ହେବେ ସଦା ସହାୟ….=୦= ଆକାଶମଣ୍ଡଳ ବିଚଳିତ ହେବନକ୍ଷତ୍ର ସକଳ ଖସି ପଡ଼ିଯିବସୂରୁଜ ଆପଣା ତେଜ ହରାଇବଚନ୍ଦ୍ର ପୃଷ୍ଠ ସବୁ ରକ୍ତମୟ ହେବମାଡ଼ି ଆସିବ ମହା ପ୍ରଳୟସାରା ଜଗତ ହେବ ବିଳୟପ୍ରାଣ ହେବ ଅଥୟଯୀଶୁ ପାଶେ ରଖ ହେ ଲୟଯୀଶୁ ହେବେ ସଦା ସହାୟ….=୧= ପ୍ରଚଣ୍ଡ କ୍ରୋଧରେ ଅଗ୍ନି ବରଷିବସାରା ସୃଷ୍ଟ […]
ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ ପ୍ରାଣ ଦେଇ ପୂଜା କରିବିସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)ତୁମ ନାମ ଭଜୁଥିବି…..ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ ପ୍ରାଣ ଦେଇ ପୂଜା କରିବି…=୦= ତୁମ ପ୍ରେମ ମୁଁ ସ୍ମରିବିତୁମ ଗୁଣ ମୁଁ ଗାଇବିତୁମ ସେବା ମୁଁ କରିବିତୁମ ଆଜ୍ଞା ମୁଁ ମାନିବିପ୍ରାତଃ କାଳରେ ଦିବା ରଜନୀରେ (୨ଥର)ପ୍ରାର୍ଥନାରେ ଜାଗି ରହିବି…..ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ ପ୍ରାଣ ଦେଇ ପୂଜା […]
କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ ମନଉଲ୍ଲସିତ ହୁଏ ଏ ପ୍ରାଣ….=୦= ସୃଷ୍ଟି କାଳାବଧି ଯାହାଙ୍କ ବିଷୟଧର୍ମ ଶାସ୍ତ୍ରେ ଥିଲା ଲିଖିତପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତକଲେ ତାହା ସଫଳିକୃତପିତାଙ୍କ ଆଦେଶମାନମାନିଲେ ଯୀଶୁ ରାଜନଆନନ୍ଦିତ ଲାଗେ ଏ ମନଉଲ୍ଲସିତ ହୁଏ ଏ ପ୍ରାଣ….=୦ ସରଗର ଦୂତ ହୋଇ ଉପସ୍ଥିତକହିଲେ ନ ହୁଅ […]
ଶେଷ ଘଣ୍ଟି ବାଜିଲାଣିମହା କ୍ଳେଶ ପାଖେ ଆସିଲାଣିଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗଜାଗି ଉଠ ଏହି କ୍ଷଣିସତର୍କର ଶେଷ ବାଣୀଚଉଦିଗେ ଏବେ ଶୁଭିଲାଣିଶୁଣ ଶୁଣ ଶୁଣ ବନ୍ଧୁ ଗଣ ଶୁଣମନ ଦେଇ ଯାଅ ଶୁଣିଶେଷ ଘଣ୍ଟି ବାଜିଲାଣି………=୦= ଶୋଇବ କେତେ ନିଦ୍ରିତ ହୋଇକ୍ଷଣିକ ହେଲେ ସମୟ ନାହିଁବିଳମ୍ବ ଆଉ ନ କର କେହିଜାଗ୍ରତ ହୁଅ ମନ ଫେରାଇଭୂମିକମ୍ପ ଘଟିଲାଣିମହାଯୁଦ୍ଧ ଆରମ୍ଭ ହେଲାଣିଉଠ ଉଠ ଉଠ ବନ୍ଧୁ ଗଣ ଉଠଚେଇଁ […]
କାନ୍ଦେ ଆଜି ମୋ ଅନ୍ତରକଥା ଭାବି ସେ କ୍ରୁଶର (୨ଥର)ଆହା କି ଯନ୍ତ୍ରଣା ଆହା କି ବେଦନା (୨ଥର)ସହିଲ ହେ ପ୍ରଭୁ ମୋର (୨ଥର)…..| ୦| କୋରଡ଼ା ପ୍ରହାରେ ପ୍ରଭୁହେଲ ତୁମେ ପ୍ରହାରିତସର୍ବାଙ୍ଗ ଶରୀର ତୁମହେଲା ରକତେ ରଞ୍ଜିତ (୨ଥର)ଦାରୁଣ କଷଣ ନିନ୍ଦା ଅପମାନ (୨ଥର)ସହିଲ ହେ ଯୀଶୁ ମୋର (୨ଥର)……..|୧| ବହି ନେଲ ନିଜ କାନ୍ଧେଜଗତର ପାପ ଭାରଝରାଇଲ କେତେ ପ୍ରଭୁତପୋତ ରୁଧିର ଧାର (୨ଥର)ମାନବ କାରଣ ଦେଇ […]
କେତେ କାଳ ରେ ମନ ପାପରେ ଥିବୁମିଛ ମାୟା ଜଞ୍ଜାଳେ ପଡ଼ି ରହିବୁନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁବିଳାସ ବ୍ୟସନ ଚିତ୍ତବିନୋଦନଆଉ କେତେ ଦିନ କରୁଥିବୁ…..ନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁ =୦= ଜଗତର ପଛେ କେତେ ହେବୁ ଧାବମାନଭୋଗ ବିଳାସରେ କେତେ କାଟୁଥିବୁ ଦିନଅନ୍ୟାୟ ଭାବରେ କେତେ ଅରଜିବୁ ଧନମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ…ରଙ୍ଗ ରସ ସବୁ […]
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନକେବେ ଛାଡ଼ିବୁ ମନ୍ଦ ଗୁଣକେବେ ହେବୁ ପରିବର୍ତ୍ତନକେବେ ଦେବୁ ଯୀଶୁଙ୍କୁ ସ୍ଥାନକେବେ କରିବୁ ତାଙ୍କୁ ଧ୍ୟାନଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦= ଆଉ କେତେ ଦିନ ବନ୍ଧୁ କରୁଥିବୁ ହେଳାଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳାବଦଳାଇ ଦେ ନିଜକୁ ଥାଉ ଥାଉ ବେଳାନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳାଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ […]
ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣଯୀଶୁ ହିଁ ଏକା ମୋହରପଥ ସତ୍ୟ ଜୀବନଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନଯୀଶୁ ହିଁ ଏକା ମୋହରପଥ ସତ୍ୟ ଜୀବନ …………=୦= ଯୀଶୁ ହିଁ ଚାଳକ ଦୁର୍ଗମ ପଥରଯୀଶୁ ହିଁ ନାବିକ ଜୀବନ ନଦୀରଯୀଶୁ ହିଁ ରକ୍ଷକ ବିନାଶ କାଳରଯୀଶୁ ହିଁ ଆଲୋକ ଅନ୍ଧାର ବାଟରଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣଯୀଶୁ ହିଁ ଏକା ମୋହରପଥ ସତ୍ୟ ଜୀବନ…………..=୧= ନାଥ […]
ଆମେ ତ ଯୀଶୁଙ୍କର ଛୋଟ ଛୋଟ ପିଲାହେବୁନି ଆଉ କେବେ ଚଗଲା, ହେ ଭାଇପୁର୍ଥନରେ, ବାଇବଲ ପଢ଼ରେ (୨ଥର)କରିବୁନି ଜମା ହେଳା ହେଳା ହେଳା.. ସୂଚୀମାଳାକୁ ଫେରନ୍ତୁ