ଉଦ୍ଧାର କରିହେ ମୋତେ ପ୍ରଭୁ କର ଉଦ୍ଧାରପାପ ଜଗତରୁ ମୋତେ, ପ୍ରଭୁ କର ଉଦ୍ଧାରଦୁଷ୍ଟ ସିଂହ ନ୍ୟାୟ, କରଇ ଗର୍ଜନ ଗ୍ରାସିବାକୁ ଦିଆବଳକର ଉଦ୍ଧାର…… (ଘୋଷା) ଜୀବନ ଯାତ୍ରାର ଚଲାପଥେ ପ୍ରଭୁସାହାରା ନାହିଁ ମୋ କେହିକେତେ ଝଡ଼ଝଞ୍ଜା ଘନେଇ ଆସୁଛି ସହିବାକୁ ବଳ ନାହିଁଏ ମିଛ ଦୁନିଆ ଅଟେ ଦି ଦିନିଆଅସାର ସବୁ ଅସାର…କର ଉଦ୍ଧାର … |୧| ଦୀନ ଦରିଦ୍ରତା, ମୃତ୍ୟୁ, ଅସୁସ୍ଥତାଜଗତେ ରହିଛି ଭରିଅଶାନ୍ତ ଜଗତେ ଶାନ୍ତି […]