କ୍ଷମା ହୋଇଛି… ଯା ଅପରାଧପାପ ଯାର ଅଟେ ଆଚ୍ଛାଦିତ ସେ ଧନ୍ୟ…ସେ ଧନ୍ୟ…ସେ ଧନ୍ୟ..ନାହିଁ ଯାହା ପ୍ରତି ଦୋଷାରୋପଅନ୍ତର ଯାହାର ଅକପଟସେ ଧନ୍ୟ…. ସେ ଧନ୍ୟ… ସେ ଧନ୍ୟ… (ଘୋଷା) ନ କରି ସ୍ଵୀକାର ପାପ ଯେତେ ମୋର ରହିଲି ଯେବେ ମୁଁ ନୀରବମର୍ମ ବେଦନାରେ ଅସ୍ଥି କ୍ଷୟ ହେଲା, ବଢ଼ିଲା ଭାରି ହସ୍ତ ତବଯେବେ କଲି ମୁଁ ସ୍କାର ପାପ ରାଶି ମୋରକ୍ଷମିଲ ଅପରାଧ ଶତ, କଲ ମୋତେ […]
Prathana Meeting
କ୍ଷମା ଝରେ, କୁଶ ଉପରେ,ପାପୀ ତୋ ପାପ ଧୋଇ…ଯୀଶୁଙ୍କର ସେ ରୁଧିର ପ୍ରେମ ହିଁ ପ୍ରେମ ନେଇ (ଘୋଷା) ତୋ ପାପ ପାଇଁ ଝରୁଛି ତାଙ୍କ ଅଧରୁ କ୍ଷମା ଧାରଅଧରେ ଅଛି ପ୍ରାର୍ଥନା ସୁର “ହେ ପିତଃ ! କ୍ଷମା କରଭରିଅଛି ସେ ରୁଧିର, ସାନ୍ତନା କ୍ଷମା ନେଇ….|| ୧ || ବୁଝିଛୁ କେବେ ସେ ମହା ପ୍ରେମ, କ୍ଷମାର ସେହି ଭାଷାତୋହରି ମୁକ୍ତି କାରଣେ ତାଙ୍କ କ୍ରଶୀୟ ଅଭିଳାଷା […]
ଲୁହର ବନ୍ୟାରେ ଭିଜାଇ ଜୀବନଉଠେ କୋହ ଢେଉ ଅନ୍ତରୁ ଉଛୁଳି (ଘୋଷା) ବାଙ୍ଗିଣିଆ ବସ୍ କଣ୍ଟାର କିରୀଟପାଣି ପାଦେ ପ୍ରେକ ବକ୍ଷେ ବକ୍ସାଘାତଝୁଲେ ଆଡ଼ କାସେ ଦେବ ପୁରୁଷଝୁରି ହେବି ସିନା ପାଇବି କିପରି ? …|| ୧ || ଦାରୁଣ ଯନ୍ତ୍ରଣା କଲା ହନ୍ତସନ୍ତଜାଣି ନ ଥିଲେ କି ଅନାଦି ଅନନ୍ତଆହା ପ୍ରଭୁ କୁଶେ ସହିଲ କି ଦୁଃଖଦେଖିଛି ଯା’ ଆଖି ନ ପାରଇ ଭୁଲି…|| ୨ || […]
ହୃଦୟେ ଉଠେ ସନ୍ଦେହପୁଣି ଆଉ କାହିଁକି ?ଆତଙ୍କ ଛାୟା ମନେ ପୁଣି ଆଉ କାହିଁକି ?ପାଇଛି ପରା ଯୀଶୁଙ୍କୁ ( ୨ ଥର)ଏ ଅସ୍ଥିରତା ଜୀବନେ କାହିଁକି ? ( ୨ ଥର) (ଘୋଷା) ନିଜ ବୁଦ୍ଧି ଜ୍ଞାନ ବାହୁବଳେ ରଖିଛ କି ତୁମେ ଭରସାଆହା ଅଜ୍ଞାନତାର ଅନ୍ଧକାରେ ଘୁରି ବୁଲୁଛ କାହିଁକି ?ପାଇଛି ପରା ଯୀଶୁଙ୍କୁ || ୧ || ପାରିଛ କି ଆଙ୍କି ଯୀଶୁ ଛବି ଏ […]
ହୋଶାନ୍ନା, ହୋଶାନ୍ନା, ହାଲ୍ଡଲୁୟା, ହୋଶାନ୍ନାଯୀଶୁ ନାମ, ପ୍ରିୟତମ, କରିଯିବା ବନ୍ଦନା (ଘୋଷା) ମୁକତିଭରା ସେ ନାମ, ଶକତିରେ ପରିପୂର୍ଣ୍ଣପ୍ରେମଭରା, ଶାନ୍ତି ଭରା, ସୁନ୍ଦର ମହୀୟାନଯୀଶୁ ନାମ ବିନୁ ନାହିଁ, ପାତକୀର ସାନ୍ତନା || ୧ || ପବିତ୍ର ସେ ଯୀଶୁ ନାମ, ମହିମାରେ ପରିପୂର୍ଣ୍ଣମଧୁଭରା, ସୁଧାଭରା, ସବୁ ସୁଖ ଭରା ନାମ,ତ୍ରିଭୁବନେ ନାହିଁ ଆଉ, ସେ ନାମର ତୁଳନା || ୨ || ପାପ ମୃତ୍ୟୁ ନାଶକାରୀ, ରୋଗ ଶୋକ […]
ହୋଇ କି ବନ୍ଧୁ ଆସିଥଲେ ଯୀଶୁ ଆମର ପାପ ପାଇଁଆସିଥିଲେ ପୃଥିବୀରେ ଦୁଇ ହଜାର ବର୍ଷ ପୂର୍ବେବୋହିନେଲେ ପାପ ଭାର ଆମ ମୁକ୍ତି ପାଇଁରେହୋଇ କି ବନ୍ଧୁ… (ଘୋଷା) ଆମେ ଦେଲେ ତାଙ୍କରେ ମନ ଦେବେ ସେ ପରିତ୍ରାଣପାପ ଧୋଇଦେବେ ସେ ଆମ କରି ସେ କ୍ଷମା ଦାନନେଇଯିବେ ସେ ସ୍ଵର୍ଗପୁରେ ଦିବ୍ୟଜ୍ୟୋତି ଦେବେ ରେହୋଇ କି ବନ୍ଧୁ…|| ୧ || ଆସ ଯିବା ତାଙ୍କରି ପାଶେ ଚାଲିବାରେ ମୁକ୍ତି […]
ହୋ… କେଡ଼େ ନମ୍ର ହୋଇ ସବୁ ଗଲ ସହିପ୍ରାଣ ଦେଲ କୁଶେ ମୋର ପାଇଁମଥା ପାତି ଦେଇ ନୀରବରେ ରହିକେଡ଼େ ଅପମାନ ନିନ୍ଦା ସହି ହୋ… (ଘୋଷା) ଯୀଶୁ ଧନ ମୋର ଆହେ ତ୍ରାଣକାରୀକେମିତି ଯିବି ମୁଁ ପାଶୋରିହସ୍ତ ପାଦ ଧରି ଦେଲେ କଣ୍ଟା ମାରିବର୍ଦ୍ଧାଘାତେ ହୃଦ ବିଦାରିନା’ ଦେଖି ହୁଏନା, ନା’ ସହି ହୁଏନାରକ୍ତ ଯାଉଛି ଛାତିରୁ ଝରି ହେ… ରକ୍ତ ଯାଉଛି ଛାତିରୁ ଝଛି || ୧ […]
ହେ ଯୀଶୁ ସର୍ବଶକ୍ତିମାନ, ଧନ୍ୟ ସଦା ତୁମରି ନାମତ୍ରିଭୁବନେ ନାହିଁ କେହି ( ୨ ଥର) ତୁମ ସମାନ.. (ଘୋଷା) ଯୀଶୁ ଆମ ପଥ, ସତ୍ୟ, ଯୀଶୁ ଆମ ଜୀବନଜୀବନର ଚଲାପଥେ ଅଟ ଜ୍ୟୋର୍ତିମମସେ ନାମ ଭଜିଲେ ନିଶ୍ଚ ମିଳେ ପରିତ୍ରାଣ… || ୧ || ଲକ୍ଷ୍ୟ ରଖି ଯୀଶୁଠାରେ ଗଢ଼ି ନେବା ଜୀବନକରୁଥିବା ଧନ୍ୟବାଦ ଦେଇ ମନ ପ୍ରାଣପ୍ରିୟ ଯୀଶୁ ସାଥି ହୋଇ ( ୨ ଥର) ଥିଲେ […]
ହେ ବିଶ୍ବ ଗୌରବ ଯୀଶୁ ତୁମେବନ୍ଦନା କରୁଛୁ ତୁମ ନାମେସ୍ଵାଗତିକା ଘେନ ସ୍ଵାଗତିକା ଘେନଆଶିଷ ନେଇ କର ଆଗମନଆମରି ଏଇ ଧାମେଆମରି ଏଇ ଧାମେ…. (ଘୋଷା) ଆଶାର ସରାଗେ ସୁହାଗ ଆବେଗେହେଉ ଉଲ୍ଲାସ ଆମ ପରାଣତୁମରି ଚରଣେ ସୁଶୋଭିତ ହେଉନିରାଶ ଏଇ ଜୀବନ…ଜ୍ୟୋତିର୍ମୟ ତୁମେ ସ୍ୱାଗତିକା ଘେନକରୁ ଆରାଧନା ତୁମେ ରାଜାଧିରାଜନହେ ଖ୍ରୀଷ୍ଟ ରତନ…..|| ୧ || ଅନାଦି ଅନନ୍ତ ଆହେ ବଳବନ୍ତକରୁ ତୁମରି ରାଜ୍ୟ ନିର୍ମାଣଜଗତରେ ପୂଜା ପାଅ […]
ହେ ନିଦ୍ରାଳୁ କ’ଣ କରୁଛ ? ଜାହାଜରେ ଶୋଇ ପଡ଼ିଛି !କେଉଁଠାରୁ ତୁମେ ଆସିଛି ? କେଉଁ ଭୁଲ ତୁମେ କରିଛି ?କୁହ ତୁମରି କେଉଁ ଦେଶ ? କାହା ସେବା ତୁମେ କରୁଛ ?ହା..ହା..ହା… ହୋ….. ହୋ…. ହୋ…. (ଘୋଷା) ବଡ ସହର ନୀନିବୀ ନଗର ଦୁଷ୍ଟତାରେ ଭରପୁରଲାଗୁଛି ଡର ଯିବାକୁ ମୋର କେମିତି ହେବ ପ୍ରଷ୍ଟରତର୍ଶାଶକୁ ମୁହଁ ଯାଉଛି ମହାପାପ ମୁହଁ କରିଛିହା..ହା..ହା… ହୋ….. ହୋ…. ହୋ…. […]