କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ ମନଉଲ୍ଲସିତ ହୁଏ ଏ ପ୍ରାଣ….=୦= ସୃଷ୍ଟି କାଳାବଧି ଯାହାଙ୍କ ବିଷୟଧର୍ମ ଶାସ୍ତ୍ରେ ଥିଲା ଲିଖିତପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତକଲେ ତାହା ସଫଳିକୃତପିତାଙ୍କ ଆଦେଶମାନମାନିଲେ ଯୀଶୁ ରାଜନଆନନ୍ଦିତ ଲାଗେ ଏ ମନଉଲ୍ଲସିତ ହୁଏ ଏ ପ୍ରାଣ….=୦ ସରଗର ଦୂତ ହୋଇ ଉପସ୍ଥିତକହିଲେ ନ ହୁଅ […]
Uncategorized
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନକେବେ ଛାଡ଼ିବୁ ମନ୍ଦ ଗୁଣକେବେ ହେବୁ ପରିବର୍ତ୍ତନକେବେ ଭଜିବୁ ଯୀଶୁ ନାମକେବେ କରିବୁ ତାଙ୍କ ଧ୍ୟାନଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦= ଆଉ କେତେ କାଳ ବନ୍ଧୁ କରୁଥିବୁ ହେଳାଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳାବଦଳାଇ ଦେ ନିଜକୁ ଥାଉ ଥାଉ ବେଳାନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳାଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ […]
1 O Lord my God, when I in awesome wonderConsider all the works Thy hand hath madeI see the stars, I hear the rolling thunder,Thy power throughout the universe displayed… (Chorus)Then sings my soul, my Saviour God, to TheeHow great Thou art, how great Thou art (2) 2 When through […]
ସାନ ସାନ ପିଲାଙ୍କୁ ଯୀଶୁ ପ୍ରେମ କରନ୍ତି; ଡାକି ନେଇ ତାହାଙ୍କୁ ଆପେ କୋଳେ ଧରନ୍ତି ଏବେ ମୋ ପାଇଁ ପ୍ରେମ ଦେଖାଇ ମୋ ପାଶେ ଥାଇ ସେ କୃପା କରନ୍ତି । । ୧ । ଯୀଶୁ ପାଶେ ଏଠାରେ ଯେତେ ପିଲା ଯାଆନ୍ତି; ଦେହ ପୁଣି ଆତ୍ମାରେ ଆଶୀର୍ବାଦ ପାଆନ୍ତି । ୨ । ପାପୀ ପାଇଁ କ୍ରୁଶରେ ଯୀଶୁ ଦୁଃଖ ସହିଲେ, ଆପଣାର ଦେହରେ ପାପ […]
ଦୀପ୍ତି ପ୍ରକାଶ ଏହି ସଂସାରେ ତାରାଗଣ ଯେହ୍ନେ ଅନ୍ଧକାରରେ; ମାନିବା ଏ ଆଜ୍ଞା ପ୍ରଭୁ ବଳରେ ମୁହିଁ ଏହିଠାରେ ତୁ ସେଠାରେ । ୧ । ଦୀପ୍ତି ପ୍ରକାଶ ଯୀଶୁ କହନ୍ତି, ନିସ୍ତେଜ ପ୍ରଦୀପ ଦୁଃଖେ ଦେଖନ୍ତି; ହୋଇବା ଉଜ୍ଜ୍ୱଳ ସବୁ କାଳରେ ମୁହିଁ ଏହିଠାରେ ତୁ ସେଠାରେ । ୨ । ଦୀପ୍ତି ପ୍ରକାଶ ଯେହ୍ନେ ଦର୍ପଣ ଦୀପ୍ତିମାନ ହୁଏ ପାଇ କିରଣ; ହେଉଁ ତେଜୋବାନ ପ୍ରଭୁ ତେଜରେ […]
ପ୍ରଶ୍ନ : ହେ ପିଲାଗଣ ! କରୁଛ ଯୀଶୁଙ୍କୁ କି ପ୍ରେମ ? । ଘୋଷା । ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର ନ ଦିଶଇ, ଶାରୋଣ ଗୋଲାପରୁ ସେ ଅତି ମନୋରମ । ୧ । ହଁ, ସେହି ଯୀଶୁ ନାମ କର୍ଣ୍ଣକୁ ମନୋରମ, ନାହିଁ ନାହିଁ ସେପରି ଅନ୍ୟ ସୁମିଷ୍ଟ ନାମ । ୨ । ହଁ, ସେ ପିଲାମାନଙ୍କୁ […]
ଆସ, ଆସ ପିଲାମାନେ ଗାଇବା ଆନନ୍ଦରେ; ପ୍ରଭୁ ଏବେ ଏହି ସ୍ଥାନେ ଶୁଣନ୍ତି ସନ୍ତୋଷରେ । ୧ । ସଦାବେଳେ ସମାନ ଥ ।ନ୍ତି ସେ ଦୟାବାନ । ଜୀବନର ଶେଷ ଯାଏ ଦେହ ପୁଣି ଆତ୍ମାରେ; ଆଶୀର୍ବାଦ ଯେତେ ଥାଏ ଦିଅନ୍ତି ବାହୁଲ୍ୟରେ । ୨ । ପାପୀମାନଙ୍କୁ ଅନାଇ ଦୟାପୂର୍ଣ୍ଣ ଚିତ୍ତରେ; ପାପଠାରୁ ମୁକୁଳାଇ ନେଲେ ମୁକ୍ତି ମାର୍ଗରେ । ୩ । ଯୀଶୁ ପାପ […]
ଆସ ଆନନ୍ଦ ହୋଇ ପ୍ରଭୁ ପ୍ରଶଂସା ଗାଇ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୧ । ଜଗତ ସେ ଆଦ୍ୟରେ ପୂର୍ଣ୍ଣ କଲେ ଦୀପ୍ତିରେ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୨ । ସମସ୍ତଙ୍କୁ ପାଳନ କରନ୍ତି ଦିନୁ ଦିନ, ଯେହେତୁ ଚିରସ୍ଥାୟୀ ତାଙ୍କ କୃପା ଅଟଇ । ୩ । ଅରଣ୍ୟେ ସେ ଆଶିଷ କଲେ ଯାକୁବ ବଂଶ, ଯେହେତୁ ଚିରସ୍ଥାୟୀ […]
ଆସ ଆସ ହେ ସକଳ ପିଲାପିଲି, ଆସ ଆସ ହୋଇ ଏକ ମେଳି । ଘୋଷା । ଡାକୁଛନ୍ତି ତ୍ରାତା ସ୍ନେହ କରି, ନ କରିବେ ତୁଚ୍ଛ ପିଲା ବୋଲି । ୧ । ତାଙ୍କ କୋଳେ ବସ ସ୍ଥାନ ମାଡ଼ି, ଦେବେ ସେହି ଆଶୀର୍ବାଦ ଢାଳି । ୨ । ଧ ।ର୍ମିକ ହୁଅ ହେ ତାଙ୍କ ପରି, ଛାଡ଼ ମିଥ୍ୟା ହିଂସା କ୍ରୋଧ […]
କର ପିଲାପିଲି ଧର୍ମ ସାଧନ, ଏ ଶୁଭ ନବ ଯୌବନେ କର ପ୍ରଭୁ ଭଜନ । ଘୋଷା । କର ତୁମ୍ଭ ଯୁବାକାଳେ ସୃଷ୍ଟିକର୍ତ୍ତାଙ୍କୁ ମନରେ ନ ହୁଅ ବିସ୍ମରଣ ଦିନେ ହେବ କଲ୍ୟାଣ ଯାବଜ୍ଜୀବନ; ଯେଣେ ଗଲେ ତେଣେ ପଡ଼ୁଥିବ କୃପା-କିରଣ । ୧ । ଯୀଶୁ ତ୍ରାଣକର୍ତ୍ତା ପ୍ରତି ରଖ ପ୍ରେମ ଭକ୍ତି ନିତି ସମର୍ପି ଦେହ ପ୍ରାଣ ମତି ସେ ସର୍ବୋତ୍ତମ ଶୁଭ୍ର ବସନ; ଦିଶେ […]