ଆରତ ଆନନ୍ଦ ସିନ୍ଧୁ ଜଗବନ୍ଧୁ
ଆରତ ଆନନ୍ଦ ସିନ୍ଧୁ !
ଆନନ୍ଦ ପସରା ସରଗର ଧାରା ବହାଅ ଦଗଧ ହୃଦୁ । ଘୋଷା ।
ଡାକଇ କାତରେ ଦିଅ ଦେଖା ବାରେ ଦେଖିଲେ ବଦନ-ଇନ୍ଦୁ,
ପାଷାଣ ଫାଟିବ, ଦେହ ଶିହରିବ
ଝରିବ ଲୋତକ ବିନ୍ଦୁ । ୧ ।
ନୀରସ ହୃଦୟେ ବସି ତବାଳୟେ
ଡାକୁଅଛି, ଦୀନବନ୍ଧୁ !
ପରାଣ ପରଶ, ହୃଦୟେ ବରଷ
ତବ ପ୍ରେମ-ବାରି-ମଧୁ । ୨ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.