ଯୀଶୁ ପ୍ରଭୁ ପାଦ ଧର, jishu probhu paado dhoro

ଯୀଶୁ ପ୍ରଭୁ ପାଦ ଧର,

ଅନ୍ୟରେ ନ ଭାବ ଭାଇ । ଘୋଷା ।

ଛାଡ଼ ତୁ କୁ-ରଙ୍ଗରାଙ୍ଗ,

ଯୀଶୁ ଶିଷ୍ୟେ କର ସଙ୍ଗ,

ଭବ-ସାଗର ତରଙ୍ଗ ପାରି ଯେହ୍ନେ ହେବୁ ଭାଇ  ା ୧ ।

ଧନ-ମାନ ପ୍ରତିପତ୍ତି  ନିଦ୍ରାବେଶେ ସ୍ୱପ୍ନ ମତି,

ଅସତ୍ୟେ ବୁଡ଼ିଲେ ମତି 

ନୋହିବ  ତୋ ଲାଭ ଭାଇ       ା ୨ ।

ଯେସନେ କମଳେ ନୀର 

ପିଣ୍ଡରେ ପ୍ରାଣ ଅସ୍ଥିର,

ଅସାର ଜାଣିଲେ ସାର

ସାର ତା ନୋହିବ ଭାଇ    ା ୩ ।

ଏଣୁ ଯିବ ଏ ଜୀବନ,

କିପାଁ ଏତେ ଅଭିମାନ,

ଭବ-ସିନ୍ଧୁର ତରଣ   ଯୀଶୁ ନାମ ନାବ ଭାଇ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *