bhuli paaribikise priyo jishu mukho

ଭୁଲି ପାରିବି କି ସେ ପ୍ରିୟ ଯୀଶୁ ମୁଖ

ଯାହା ବିରହେ କ୍ଷଣେ ଫାଟିଯାଏ ବୁକ ? ଘୋଷା ।

ଯଦି କ୍ଷଣେ ମୁଁ ଭୁଲିଯାଏ ସେହି ଆନନ

ଅନ୍ଧାର ଦିଶୁଥାଏ ତ୍ରିଭୁବନ,

(ଆହା) ସେହି ମୋ ଚାରୁମୁଖ, ହରେ ଗୋ ସବୁ ଦୁଃଖ,

ପାଇ ତାହାଙ୍କୁ ପାଏ ଶାନ୍ତି ସୁଖ । ୧ । 

 

ସଂସାରେ ପଡ଼ିଯାଏ ମୁଁ ଘୂର୍ଣ୍ଣିବାତେ,

ଉଠାନ୍ତି କି ସୁହାଗେ ଧରି ହାତେ,

( ଆହା) ଭୁଲିଯାଏ କଷଣ, ନାଚେ ମୋ ପ୍ରାଣ ମନ,

ଆନନ୍ଦେ ପାସୋରଇ ସବୁ ଦୁଃଖ

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *