ଗାୟନ କର ହେ ହୋଇ ହରଷ,
କି କୁଶଳେ ହେଲା ନୂତନ ବରଷ ପ୍ରବେଶ ! । ଘୋଷା ।
କଲେ ପ୍ରଭୁ ସୁରକ୍ଷଣ ଦେଇ ମଙ୍ଗଳଦାନ,
ବଞ୍ଚାଇଲେ ଗତ ବର୍ଷ କରି କୃପା ଅଶେଷ । ୧ ।
ଏବନ-ଏଜର ନାମେ ସ୍ମରଣାର୍ଥ ପାଷାଣ
ଆସ ସ୍ଥାପି ଭ୍ରାତୃଗଣ ହୋଇ ଅତି ଉଲ୍ଲାସ । ୨ ।
କାରଣ ପରମେଶ୍ୱର ଦେଇ ମଙ୍ଗଳ ବର
ଏ ସରିକି ଉପକାର କରିଛନ୍ତି ଅଶେଷ । ୩ ।
କରି ସ୍ତୁତି ଧନ୍ୟବାଦ ମାଗ ତାଙ୍କୁ ଆହୁରି,
ଯେହ୍ନେ କୁଶଳେ କାଟିବା ଏହି ନୂଆ ବରଷ । ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
One thought on “gaayono koro hai hoi horosha”
Praise the Lord