jishunku sange rakhibi

ଯୀଶୁଙ୍କୁ ସଙ୍ଗେ ରଖିବି, ହୃଦ-ପଦ୍ମ ତାଙ୍କୁ ଦେବି । ଘୋଷା ।

ସେ ତ ଜୀବର ଜୀବ, ମୋର ସର୍ବ ସମ୍ପଦ,

ଛାଡ଼ିଲେ ସେହି ପାଦ ବିପଦରେ ପଡ଼ିବି । ୧ ।

ଏ ଜଗତେ ବିପଦ, ଚାରିଆଡ଼େ ଆପଦ,

ନ ଧରିଲେ ସେ ପାଦ କେମନ୍ତେ ମୁଁ ବଞ୍ôଚବି । ୨ । 

 

ସେ ମୋର ଜୀବନଧବ, ତାଙ୍କରେ କରି ଭାବ

ହୋଇଣ ପାର ଭବ ସ୍ୱର୍ଗରେ ପହୁଞ୍ôଚବି । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *