Kara tanka dhanyabada

କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ
ହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋର
କର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନ
ହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା)

କ୍ଷମା କରନ୍ତି ସେ ତୋ’ର ପାପ ସବୁ

ସୁସ୍ଥ କରନ୍ତି ତୋହରରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାର
ଶିରେ ତୋ ଦିଅନ୍ତି ଦୟାର ମୁକୁଟ |1|


ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ଚିର ଦୟାମୟ
କରିଛନ୍ତି ଦୂର ଅଧର୍ମ ଆମର
ପୂର୍ବରୁ ପଶ୍ଚିମ ଯେତିକି ଦୂର |୨|


ଅନିତ୍ୟ ଏହି ଜୀବନ ତୃଣ ପରି ଦେଖୁ ଦେଖୁ ଝଡିପଡେ ଫୁଲପରି
ତଥାପି ଲଭନ୍ତି ତାଙ୍କ ଭକ୍ତଜନ
ଅସୀମ କଣା ମଙ୍ଗଳଦାନ ।୩।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *