ତବ ପ୍ରେମ ଦେଖି ହେ ଯୀଶୁ ହେଲି ମୁଁ ହତ ଜ୍ଞାନ
ତୁମେ ପ୍ରାଣ ଦେଇ ନାଥ
ପ୍ରାଣ କିଣିଛ ମୋ ପ୍ରାଣର ପ୍ରାଣ… (ଘୋଷା)
ଆହା, କି ଯାତନାରେ ପ୍ରେକଶେଳ ବିନ୍ଧାରେ,
ପ୍ରାଣ କଂପୁଅଛି ଥର ଥର କରିଲେ କୁଶ ଧ୍ୟାନ… |୧|
କ୍ଷୁଦ୍ରରୁ ମୁଁ ଅତି କ୍ଷୁଦ୍ର ଜ୍ଞାନେ ହୋଇଛି ଆଦ୍ର,
ମୋର ଯୁଦ୍ର ମନେ ରହେ ଯେହ୍ନେ ସେ ଯୀଶୁଙ୍କ ନାମ… |୨|
ଏ କି ଶୁଭ ଖବର ପ୍ରିୟ ଯୀଶୁ ମୋହର,
ସେ ଯୀଶୁଙ୍କ ମତେ ପିତା ହସ୍ତେ ନାମ ଲେଖା ମୋର… |୩|
ମୁଁ ତ ପାପୀ ନଗଣ୍ୟ ହେଲି ଯୀଶୁରେ ଗଣ୍ୟ
ତହୁଁ ଯୀଶୁ ଧନ୍ୟ ଯୀଶୁ ଧନ୍ୟ ଗାଏ ମୋ ପ୍ରାଣ… |୪|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
2 thoughts on “taba prema dekhi he jishu”
Thanks God this opportunity for me. Always praise God
Amen ,