kede manorama se swarga bhubana

କେଡେ ମନୋରମ ସେ ସ୍ବର୍ଗଭୁବନ
ନାହିଁ ନାହିଁ ତା ସମ ସୁଖଧାମନ୍ତ
କେବେ କରିବ ମୋ ନେତ୍ର ଦର୍ଶନ ?
କେବେ ପଡିବ ତା ଦ୍ଵାରେ ଚରଣ ? । ଘୋଷା।
ଯହି ଅଛନ୍ତି ମୋ ପ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ |1|
ଯହି ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ |2|
ଯହିଁ ନାହିଁ ରାତ୍ରି କି ପରିଶ୍ରମ, ଭୋଗ ହୁଅଇ ସେ ପୁରେ ବିଶ୍ରାମ |3|
ହେବ ନିତ୍ୟାନନ୍ଦ ମୁଣ୍ଠ ଭୂଷଣ, ଶୋକ ଦୁଃଖ କରିବ ପଳାୟନ |4|
ଚାଲରେ ମନ ଚାଲରେ ବହନ, ଆସିଅଛି ସେଠାରୁ ନିମନ୍ତ୍ରଣ |5|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *