ତୁମରି ଉତ୍କଳ ପ୍ରଦୀପ ଜ୍ଵଳ ଆମରି ଅନ୍ଧାର ଘରେ
ସବୁ ପାପ ନିଶା ଅପସରି ଯାଉ
ତୁମ ଆଲୋକର ଜ୍ୟୋର୍ତିରେ (ଘୋଷା)
କୋଣେ କୋଣେ ଯେତେ ଅନ୍ଧାର ଅଛି
ତୁମରି ସ୍ପର୍ଶ ଦିଅ ଗୋ ନାଶି
ପରଶ ମଣିର ପ୍ରଦୀପ ତୁମର ସୁନା କରିଦେଉ ଆମରେ ।୧//
ଦୁରେଇ ଯାଉ ହେ ଅପ୍ରୀତି ନିଶା
ଅପ୍ରେମ, ଅନ୍ଧାର, ଅସତ୍ୟ, ହିଂସା
ଘରେ ଘରେ ଆମ ପ୍ରିୟ ଯୀଶୁ ନାମ ଶୁଭ ବୀଣା ବାଜୁ
ମଧୁରେ ।୨।
କ୍ଷୀଣ ଦୀପ ଆମ ନାହିଁ ଶକତି
ଧୁକୁ ଧୁକୁ ଜ୍ୱଳି ଲିଭଇ ବତୀ
ପରମ ଜ୍ୟୋତିରେ ଆମ ପରିବାର ଆଲୋକିତ କର
ସର ।୩।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.