jisu patha jisu satya

ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନ
ଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ |ଘୋଷା |


ମୋ ଗୀତିରେ ଭରି ଉଠୁ ମଧୁର ମୂଚ୍ଚନା
କଣ୍ଡ ମୋ ଝରିଯାଉ ତାଙ୍କରି ବନ୍ଦନା
ଯୀଶୁ ହାତ ପରଶରେ
ହସୁ ମୋ ପରାଣ | ୧ |

ଜୀବନର ଶେଷ ସଞ୍ଜ ସୃରି ତାଙ୍କ ନାମ
ଲଭିବି ମୁଁ ହୃଦୟରେ ଶକତି ଅସୀମ
ମଥା ରଖି ଯୀଶୁ ପାଦେ
ବଜିବି ନୟନ |9|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *