marichanti jisu ama pain

ମରିଛନ୍ତି ଯୀଶୁ ଆମ ପାଇଁ
କାଲବରୀ
କୃଶରେ ରକ୍ତ ଦେଇ
ମୋର ପାଇଁ ଆଉ ତୁମରି ପାଇଁ | ୦|


ପାହୁଁ ଫେରିବା ସମୟ ଏହି, ଆଉ ଡେରି ନକରି ଭାଇ
ଡାକୁଛନ୍ତି ଯୀଶୁ ଆତୁର ହୋଇ … ହାଲିଲୁୟା,| ୧|

ଆସୁଛନ୍ତି ଦେଖ ଆକାଶେ ସେହି
ବିଶ୍ଵାସୀମାନଙ୍କୁ ନେବା ପାଇଁ
ଜାଗ୍ରତରେ ରୁହ ପ୍ରସ୍ତୁତ ହୋଇ … ହାଲିଲୁୟା . |୨|


ଏହି ଦୁନିଆରେ ରହିବା ନାହିଁ
ନୂଆ ଦୁନିଆକୁ ଯିବା ପଳାଇ
ମୃତ୍ୟୁ କି କ୍ରନ୍ଦନ ସେଠାରେ ନାହିଁ … ହାଲିଲୁୟା |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *