ମୁଖରିତ ହେଉ ଆମ ପରିବାରେ ପ୍ରଭୁ ଯୀଶୁଙ୍କ ନାମ
ସେ ଯେ ତ୍ରାଣକାରୀ ସଭିଙ୍କର, ଜୀବନ ଆକର
ବନ୍ଧା ଆମେ ତାଙ୍କ ପ୍ରେମରେ ସେ ବନ୍ଧୁ ଅତି ନିଜର
ଦୁଃଖରେ ବା ରୋଗରେ, ମୃତ୍ୟୁ କି ଶୋକରେ ଗାଇବୁ
ତାଙ୍କ ନାମ [୧]
ସେବା ଆରାଧନା ପ୍ରାର୍ଥନାରେ, ଗଢ଼ିବୁ ଜୀବନ
ପ୍ରଭୁଙ୍କ ପ୍ରେମ ଶାନ୍ତି ଆନନ୍ଦରେ, ବଢ଼ିବୁ ଦିନୁ ଦିନ
ଜୀବନ ଶେଷରେ ମହା ଆନ୍ଦରେ, ଲଭିବୁ ଶାନ୍ତଧାମ |9|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.