ଆମେରେ ଉଯୋଗୀ ସଇନ ମୁକ୍ତିର ମଶାଲ ହାତେ (ଘୋଷା)
ଆମ ସେନାପତି ତ୍ରିପୁର ବିଜୟୀ
ତ୍ରିପୁର ବିଜୟୀ ସେ ମୃତ୍ୟୁଞ୍ଜୟୀ
ସ୍ଵର୍ଗପୁର ତ୍ୟାଗୀ ଆସିଲେ ଓହ୍ଲାଇ ରାଜୀବରେ
ଶାନ୍ତି ମୈତ୍ରୀ ଏ ଭବେ |୧|
ଆମ ହାତେ ଜଳେ ଆଲୋକ ବତୀକା
ଲଲାଟେ ଶୋଭେ ବିଜୟର ଟୀକା
ନାଶିବୁ ଆମେ ବ୍ୟାବଳ ଶକତି
ଉଡ଼ାଇ ବିଜୟ ପତାକା ନଭେ |୨|
ଜାଗରେ ଜାଗରେ ସୁପ୍ତ ଜନତା
ଜାଗରେ ଆବାଳ-ବୃଦ୍ଧ-ବନିତା
ଜାଗି ଉଠୁ ଆଜି ଏ ନବ ଭାରତୀ
ଜାଗି ଉଠୁ ଆଜି ନବ ଶକତେ |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.