samarpibi jishupade jaha achi

ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହର
କରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର (ଘୋଷା)

ସବୁ ମୁଁ ଦେବି ସମର୍ପି ଦେବି
ପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି … I୧I

ସବୁ ଦେବି ଯୀଶୁ ପାଦେ ନତ ହେବି ଚରଣେ
ଲୋଡ଼ା ନାହିଁ ପୃଥିବୀରେ ସୁଖ ଯେତେ ଜୀବନେ |୨|

ସବୁ ଦେବି ତୁମ ପାଦେ କର ଯୀଶୁ ତୁମର
ତବ ପୁଣ୍ୟ ଜ୍ଞାନ ଦାନେ ହୁଅ ତୁମେ ମୋହର… |୩|

ସବୁ ଦେବି ଯୀଶୁ ପାଦେ ଦେବି ମୋର ସର୍ବସ୍
ରଖି ପ୍ରାଣ ପ୍ରେମେ ତୁମ ଢ଼ାଳି ଦେଇ ସର୍ବସ୍ I୪|

ସବୁ ଦେବି ଯୀଶୁ ପାଦେ ଘେନି ପୁଣ୍ୟ ଆଲୋକ
ପରିତ୍ରାଣ ଆନନ୍ଦରେ ଗାଇବି ଜୟ ଗୀତ |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *