mo priya jishu raja

ମୋ ପ୍ରିୟ ଯୀଶୁ ରାଜା ସର୍ବେ କରନ୍ତୁ ପୂଜା
ଆସୁ ସୁଖ, ଆସୁ ଦୁଃଖ, ହେବି ନାହିଁ ଦିଗହରା … (ଘୋଷା)

ହଜିଥିଲି ଦିନେ ମୁଁ ପାପରେ
ଭାବି ତ ନଥୁଲି ସପନେ ହୋ..ହୋ…
କି ହେବ ମୋ ଦଶା ପରପାରେ
ପ୍ରେମେ ମୋତେ ତୋଳି ନେଲ
କାଲବରୀ ତୁ ମୋର ଧ୍ବଜା… |୧|

କଳୁଷିତ ଭରା ଏ ଧରାରେ
ପାଏନା ମୁଁ ଯାହା ଖୋଜିରେ ହୋ…ହୋ…
ଏ ମର ଶରୀର ମୋ ଝୁରେ
ତୁମ ପାଇଁ ହିଁ ତୁମ ପ୍ରେମ
କାଲବରୀ ତୁ ମୋର ଧୂଜା… |୨|

ମୋ ପାଥେୟ ତୁମେ ନିଶିଥରେ
ଧରିଛି ମୋ ହାତ ସତରେ ହୋ… ହୋ…
ଭରସା ଦେଇଛି ନିଶ୍ଚିତରେ
ଛାଡ଼ିବନି ମୋତେ କେବେ
କାଲବରୀ ତୁ ମୋର ଧୂଜା… |୩|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *