dekhini se rupa kebe

ଦେଖିନି ସେ ରୂପ କେବେ ପାଇଛି ଅନୁଭବେ
ଅଦେଖା ହୋଇ ଅବିରତ ଅଛନ୍ତି ମୋ ସାଥେ… (ଘୋଷା)

ହେଲେ ଅନ୍ତର ନିମିଷେ ଯଦି ଭଲ ଲାଗେନା
ଶୂନ୍ୟ ଏ ବିଧୁର ମନ ସେ ପ୍ରେମ ବିନା
ଜୀବନ ମୋର ଅରପିଛି ମୁଁ ତାଙ୍କରି ହାତେ… |୧|

ଚିର ସୁନ୍ଦର ମିନତି ମୋର ଥାଅ ମୋ ପାଶେ
ଭଙ୍ଗା ଏ ଜୀବନ ମୋର ତୁମ ପରଶ୍
ସାଇତା ମୋର ମନକଥା କହିବି ତା’ ପାଶେ… |୨|

ସୂଚୀମାଳାକୁ ଫେରନ୍ତୁ

Click the link below to listen full song and know the tune

Leave a comment

Your email address will not be published. Required fields are marked *