ଗାଅ ଜୟଗାନ, କର ଜୟଗାନ
ପ୍ରିୟତମ ଯୀଶୁ ନାମ
ଯୀଶୁ ହିଁ ମୁକ୍ତି, ଯୀଶୁ ହିଁ ଶାନ୍ତି
ଯୀଶୁ ଅନନ୍ତ ଜୀବନ… (ଘୋଷା)
ଆସିବ ଦୁଃଖ ନିନ୍ଦା ତାଡନା
ନକର ମୁଖ ମଳିନ
ତୋ ଆଗେ କେତେ ଯେ ଗଲେ
ଲୋତକ ହୋଇ ପୂର୍ଣ୍ଣ
ସହି ଯା ଆୟୁବ ସମାନ
ପ୍ରିୟତମ ଯୀଶୁ ନାମ… I୧|
ଖତରାଶିରୁ ଉଠାଇ ତୋତେ
କଲେ ନିଜର ସନ୍ତାନ
କୁଶ ଉପରେ ପରାଣ ଦେଇ
ଦେଲେ ମୋତେ ପରିତ୍ରାଣ
ସହି ଯା ଯୀଶୁ ସମାନ
ପ୍ରିୟତମ ଯୀଶୁ ନାମ… |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
3 thoughts on “gao jayagana kara jayagano”
Sukalamalik
Mohan Munda
Musri Khillo