krusha tale mote rakha

କୃଶ ତଳେ ମୋତେ ରଖ ମହାପ୍ରଭୁ
ଭୂଜ ତଳେ ମୋତେ ରଖ
ବିଶ୍ବ ତାପ ହରା କୃଶ ଛାଇ ତଳେ
ଭୂଲିବି ସଂସାର ଦୁଃଖ (ଘୋଷା)

ମୁଁ ଚିର କାଙ୍ଗାଳ ଭକତି ସମ୍ବଳ
ବିହୁନେ ଅତି ନିରେଖ
ଅରକ୍ଷ ଜନକୁ ଶରଣ ନ ଦେଲେ
କି ବୋଲିବେ ତିନି ଲୋକ ? … |୧|

ମୁଣ୍ଡରେ ଶୋଭୁଛି କଣ୍ଟାର ମୁକୁଟ
ହାତ, ପାଦେ ଲୁହା ପ୍ରେକ
କୃଶ କାଠ ବିନ୍ଧା ଛନ୍ଦା ଚରଣରେ
ସେବକ ପଣରେ ରଖ …|୨|

ଟୋପି, ଟୋପି ଝରିପଡୁଛି ରକତ
ବିଦାରି ବିଶାଳ ବକ୍ଷ
ଅବଶ ପରାଣ ସବନି ସୁଧା
ତାପିତ ଶାନ୍ତି ପ୍ରଲେପ … |୩|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *