daya bahi jodi dhoyiba

ଦୟାବହି ଯଦି ଧୋଇବ ନାହିଁ ମୋ ଜୀବନ
ଛୁଇଁବି କିପରି
ପବିତ୍ର ତୁମରି ଚରଣ ? ….(ଘୋଷା)

ବ୍ୟାକୁଳ ହୃଦୟ କାନ୍ଦେ ମୋ ପାପଲାଗି
ଅତୀତର ଶତ କଳୁଷତା ଅନୁଭବ
ପ୍ରେମ ବହି ଯଦି ଧୋଇବ ନାହିଁ ମୋ ପରାଣ
ହୋଇବି କିପରି ମୁଁ ପ୍ରିୟ ତୁମରି ସନ୍ତାନ ? …|୧|

ଆଜିର ଶପଥ ତୁମ ଗଉରବ ପାଇଁ
ଆଜିର ଲୁହରେ ପ୍ରତାରଣା ଆଉ ନାହିଁ ।
କ୍ଷମା ଦେଇ ଯଦି ଶୁଣିବ ନାହିଁ ମୋ କ୍ରନ୍ଦନ
ଆଗାମୀ ଯାତ୍ରା ହେବ ମୋ କିପରି ନୂତନ ? …|୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *